ଶୁଭ ରଥଯାତ୍ରା ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ଅନୁଗ୍ରହ ସବୁ ବେଳେ ଆପଣଙ୍କ ଓ ଆପଣଙ୍କ ପରିବାର ଉପରେ ଥାଉ। ଏହି ପବିତ୍ର ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସୁ। ଜୟ ଜଗନ୍ନାଥ! #RathYatra #JaiJagannath 🙏🏼 Pragyan Ojha @pragyanojha · 2025-06-27